ଦେଶି ମଦ ଚାଲାଣ ବେଳେ ଚଢାଉ, ୨ ଗିରଫ
ଜୟପୁର, 25 ଫେବ୍ରୁଆରି (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଦୁଇ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଆମ୍ବାଗୁଡା ଦାମଦୋର ନାୟକ ପୁଟ୍ରା ଗ୍ରାମର କମୁଳୁ ଭତ୍ରା । ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଆଜି ଆମ୍ବାଗୁଡା ଓ ପୁଡ୍ର
ଦେଶି ମଦ ଚାଲାଣ ବେଳେ ଚଢାଉ, ୨ ଗିରଫ


ଜୟପୁର, 25 ଫେବ୍ରୁଆରି (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଦୁଇ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଆମ୍ବାଗୁଡା ଦାମଦୋର ନାୟକ ପୁଟ୍ରା ଗ୍ରାମର କମୁଳୁ ଭତ୍ରା । ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଆଜି ଆମ୍ବାଗୁଡା ଓ ପୁଡ୍ରା ରାସ୍ତା ରେ ଚଢାଉ କରି ୧୭ ଲିଟର ଦେଶି ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande