ଓଡ଼ିଶା ପାଇକ ସମ୍ମାନ-୨୦୨୬ ସମାରୋହ କାଲି
ଭୁବନେଶ୍ୱର, ୨୫ ଫେବୃଆରୀ (ହି.ସ) - ଆସନ୍ତାକାଲି (ଗୁରୁବାର) ସନ୍ଧ୍ୟା ୬ ଟା ସମୟରେ ଓଡ଼ିଶା ପାଇକ ଆଖଡା ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ “ଓଡ଼ିଶା ପାଇକ ସମ୍ମାନ-୨୦୨୬” ସମାରୋହ ଜୟଦେବ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ। ଓଡିଶାର ବୀରତ୍ୱ ପାଇକମାନଙ୍କ ନେତୃତ୍ୱରେ ଇଂରେଜ
fdhk


ଭୁବନେଶ୍ୱର, ୨୫ ଫେବୃଆରୀ (ହି.ସ) - ଆସନ୍ତାକାଲି (ଗୁରୁବାର) ସନ୍ଧ୍ୟା ୬ ଟା ସମୟରେ ଓଡ଼ିଶା ପାଇକ ଆଖଡା ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ “ଓଡ଼ିଶା ପାଇକ ସମ୍ମାନ-୨୦୨୬” ସମାରୋହ ଜୟଦେବ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ।

ଓଡିଶାର ବୀରତ୍ୱ ପାଇକମାନଙ୍କ ନେତୃତ୍ୱରେ ଇଂରେଜମାନେ ପରାଜିତ ହୋଇଥିବାରୁ ବକ୍ସି ଜଗବନ୍ଧୁ ଆମ ଓଡିଆ ଜାତି ପାଇଁ ଗର୍ବ ଓ ଗୌରବ। ଏହି ଅବସରରେ ଓଡିଶା ଅସ୍ମିତା କୁ ବଜାଇ ରଖୁବା ପାଇଁ ନୂଆଁ ସିନେମା ବକ୍ସି ଜଗବନ୍ଧୁ ଚଳଚ୍ଚିତ୍ର ର ନାମ ରିଲିଜ୍ ହେବା ସହ ବୋବାଲ ଟୋକା ଓ ହିଟ୍ଲର ଫିଲ୍ମର ପ୍ରମୋସନ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande