
ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)- ଆମର କେତେ
ସଂଖ୍ୟା ସମସ୍ତେ ଅବଗତ ଅଛନ୍ତି, କଂଗ୍ରେସ
ହାଇକମାଣ୍ଡ ଯାହା ନିଷ୍ପତି ନେବେ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି
| ଏଆଇସିସିକୁ କହିବୁ ଦଳ ଭିତରେ ପ୍ରାର୍ଥୀ ଦେବାକୁ | ଆମେ 14 ଅଛୁ ସିପିଆଇଏମ ବିଧାୟକ ଆମ ସହ ଅଛନ୍ତି | ଆମେ 15 ବିଧାୟକ ଏକ ହେଇ ଅଛୁ | ଜଣେ
ସମାଜ ସେବି କିମ୍ବା ଆମେ ଦଳ ବରିଷ୍ଠ ନେତା ପ୍ରାର୍ଥୀ ହୋଇପାରନ୍ତି ବୋଲି ସେ କହିଛନ୍ତି |
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା