ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)-ଆଇଗିଣିଆ
ନିକଟରେ ହୋର୍ଡିଂ ପଡି ଦୁଇ ଜଣଙ୍କ ମୃତ୍ୟୁ ଘଟଣା । ମୃତ ଛାତ୍ର ସଚିଦାନନ୍ଦ ପ୍ରଧାନଙ୍କ ପରିବାର
ଲୋକ ଏନଏଚ ଅବରୋଧ କରିଛନ୍ତି । ଫଳରେ ରାସ୍ତା ଉପର ଅଟକି ରହିଛି ଶହ ଶହ ଗାଡି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
28 Feb 2026
ଭୁବନେଶ୍ୱର, 28 ଫେବ୍ରୁଆରି (ହି.ସ.)- ବୀର ସୁରେନ୍ଦ୍ର ସାଏଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ..
ଭୁବନେଶ୍ୱର, 28 ଫେବ୍ରୁଆରି (ହି.ସ.)- ତାଳଚେରବାସୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ତାଳଚେର ଅଞ୍ଚଳର ଜନସାଧାରଣଙ୍କୁ ଭେଟି ସେମାନଙ୍କ ..
ଭୁବନେଶ୍ୱର, 28 ଫେବ୍ରୁଆରି (ହି.ସ.)- ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ ଅଧୀନରେ ପୁରୀ ଜିଲ୍ଲା ପାଇଁ ଆୟୋଜିତ ଜିଲ୍ଲା ଯୋଜନା ବୈଠକରେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପୁରୀସ୍ଥିତ ସ୍ୱାମୀ ନାରାୟଣ ମନ୍ଦିରଠାରେ ଆୟୋଜିତ ଏହି ..
ଭୁବନେଶ୍ୱର, 28 ଫେବ୍ରୁଆରି (ହି.ସ.)ସାରା ଦେଶ ଦେଖିବ ଦକ୍ଷତାର ମହାକୁମ୍ଭ I ରାଜଧାନୀରେ ଦକ୍ଷତାର ମହାକୁମ୍ଭ ଅୟୋଜିତ ହୋଇଥିବା ବେଳେ, ପୂର୍ବ ଭାରତ ରାଜ୍ୟ ଗୁଡ଼ିକର ଯୁବକ ମାନେ ଓଡ଼ିଶା ମାଟିରେ ଦେଖାଇବେ ନିଜର ଦକ୍ଷତା ଧୂମଧାମ ହେଲା ଉଦଘାଟନ I ଆଜିଠାରୁ ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha