ଦେବେନ୍ଦ୍ର ମହାନ୍ତିଙ୍କ 4କୋଟି ଟଙ୍କା ଜବତ କଲା ଭିଜିଲାନ୍ସ
ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)- କଟକ ସର୍କଲ ମାଇନ୍ସର ଡେପୁଟି ଡାଇରେକ୍ଟର ଦେବେନ୍ଦ୍ର ମହାନ୍ତିଙ୍କ 4କୋଟି ଟଙ୍କା ଜବତ କଲା ଭିଜିଲାନ୍ସ । ଭୁବନେଶ୍ୱର ଫ୍ଲାଟରୁ ଜବତ ହୋଇଛି ଏହି ସବୁ ନଗଦ ଟଙ୍କା । ଭିଜିଲାନ୍ସ ଇତିହାସର ଏହା ହେଉଛି ଅଧିକ ଟଙ୍କା ଜବତ
ଦେବେନ୍ଦ୍ର ମହାନ୍ତିଙ୍କ 4କୋଟି ଟଙ୍କା ଜବତ କଲା ଭିଜିଲାନ୍ସ


ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)- କଟକ ସର୍କଲ

ମାଇନ୍ସର ଡେପୁଟି ଡାଇରେକ୍ଟର ଦେବେନ୍ଦ୍ର ମହାନ୍ତିଙ୍କ 4କୋଟି ଟଙ୍କା ଜବତ କଲା ଭିଜିଲାନ୍ସ । ଭୁବନେଶ୍ୱର ଫ୍ଲାଟରୁ ଜବତ ହୋଇଛି

ଏହି ସବୁ ନଗଦ ଟଙ୍କା । ଭିଜିଲାନ୍ସ ଇତିହାସର ଏହା ହେଉଛି

ଅଧିକ ଟଙ୍କା ଜବତ । ଟ୍ରଲି ବ୍ୟାଗରୁ ଏହି ସବୁ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ପଟିଆ

ଶିଶୁ ବିହାର ଫ୍ଲାଟର ଆଲମିରାରେ ଟ୍ରଲି ବ୍ୟାଗରେ ରଖିଥିଲେ ଟଙ୍କା । ଏହାସହ ଅଫିସ ଡ୍ର ରୁ ମଧ୍ୟ

1ଲକ୍ଷ 20ହଜାର ଟଙ୍କା ଜବତ ହୋଇଛି । ଭୁବନେଶ୍ୱର

ପାହାଳରେ ରହିଛି ଘର । 130ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି । ଗତକାଲି

ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଥିଲା ଭିଜିଲାନ୍ସ ଟିମ । ଗୋପରେ କୋଇଲା

ଡିପୁ ସ୍ମୁଥରେ ଚାଲିବା ପାଇଁ ନେଉଥିଲେ ଲାଞ୍ଚ । କୋଲକାତାକୁ କୋଇଲା ଚାଲାଣ ପାଇଁ ମଧ୍ୟ ପରମିସନ

ଦେବାକୁ କହିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande