ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.) - ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ । ନବୀନ ନିବାସରେ ଦଳ ସଭାପତି ତଥା ପିଏସି ଅଧକ୍ଷ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ରାଜ୍ୟସଭା ଏବଂ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ନେଇ ହେବ ଆଲୋଚନା। ରାଜ୍ୟସଭା ପ୍ରାର୍ଥ
ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ


ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)

- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ । ନବୀନ ନିବାସରେ ଦଳ ସଭାପତି

ତଥା ପିଏସି ଅଧକ୍ଷ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ରାଜ୍ୟସଭା ଏବଂ

ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ନେଇ ହେବ ଆଲୋଚନା।

ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ବିଜେଡି ଆଜି ନେବ ବଡ଼ ନିଷ୍ପତ୍ତି। ନବୀନ ନିବାସ ନେତାଙ୍କ ସହ ଆଲୋଚନା କରିବେ ନବୀନ। ଏଥିରେ ବିଜେଡି କେତୋଟି ଆସନରେ ପ୍ରାର୍ଥୀ ଦେବ ଓ କିଏ

କିଏ ପ୍ରାର୍ଥୀ ହେବେ ଚୂଡାନ୍ତ କରାଯିବ। ବୈଠକରେ ବଡ଼ ନିଷ୍ପତ୍ତି ନେବେ ନବୀନ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande