ଭାରତୀୟ ବିଜ୍ଞାନ ବିକାଶ  ଚାରିଟେବୁଲ ଟ୍ରଷ୍ଟ ଉପରେ ଇଡି ରେଡ୍
ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)-ଭାରତୀୟ ବିଜ୍ଞାନ ବିକାଶ ଚାରିଟେବୁଲ ଟ୍ରଷ୍ଟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି ପକ୍ଷରୁ ରେଡ୍ କରାଯାଇଛି । ଭୁବନେଶ୍ବର ସହିଦନଗର କାର୍ଯ୍ୟାଳୟ ଉପରେ କୋଲକାତା ଇଡି ପକ୍ଷରୁ ରେଡ୍ ଚାଲିଛି । ବ୍ୟାପକ ଅର୍ଥ ହେରଫେର ନେ
ଭାରତୀୟ ବିଜ୍ଞାନ ବିକାଶ  ଚାରିଟେବୁଲ     ଟ୍ରଷ୍ଟ ଉପରେ ଇଡି ରେଡ୍


ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)-ଭାରତୀୟ ବିଜ୍ଞାନ

ବିକାଶ ଚାରିଟେବୁଲ ଟ୍ରଷ୍ଟ ଉପରେ ପ୍ରବର୍ତ୍ତନ

ନିର୍ଦ୍ଦେଶାଳୟ ତଥା ଇଡି ପକ୍ଷରୁ ରେଡ୍ କରାଯାଇଛି । ଭୁବନେଶ୍ବର ସହିଦନଗର କାର୍ଯ୍ୟାଳୟ ଉପରେ କୋଲକାତା ଇଡି ପକ୍ଷରୁ

ରେଡ୍ ଚାଲିଛି । ବ୍ୟାପକ ଅର୍ଥ ହେରଫେର ନେଇ

ଚାଲିଛି ରେଡ୍ ।

ଭୁବନେଶ୍ବର ସହିଦନଗର ଥିବା ଅଫିସ ରେ ଇଡି ଅଧିକାରୀ ପହଂଚି କରିଛନ୍ତି ଯାଞ୍ଚ I ଭାରତୀୟ ବିଜ୍ଞାନ ବିକାଶ

ଚାରିଟେବୁଲ ଟ୍ରଷ୍ଟ ଅଧୀନରେ ଚାଲିଛି ହାଇଟେକ୍ ଗ୍ରୁପ୍ ର ସମସ୍ତ ସଂସ୍ଥା I ଚାରିଟେବୁଲ ଟ୍ରଷ୍ଟର ସହିଦନଗର ମୁଖ୍ୟ କାର୍ଯ୍ୟାଳୟ ସମେତ ହାଇଟେକ୍ ମେଡିକାଲ କଲେଜ ଓ ସଂସ୍ଥାର ମୁଖ୍ୟ ତିରୁପତି

ପାଣିଗ୍ରାହୀଙ୍କ ଘର ସହିତ 5 ଟି ସ୍ଥାନରେ ଚାଲିଛି ଚଢାଉ I

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande