
ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- କଂଗ୍ରେସ ଭବନରେ ପାଳନ ହେଲା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ
ବିଶ୍ଵାଳଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ । ପିସିସି ସଭାପତି ଏବଂ ଅନ୍ୟ ବରିଷ୍ଠ ନେତାଙ୍କ
ଗହଣରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନନ୍ଦ ବିଶ୍ଵାଳଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ଏହି
ଅବସରରେ କଂଗ୍ରେସ ନେତା କହିଛନ୍ତି ହେମାନନ୍ଦ ବିଶ୍ଵାଳ କେବଳ ଜଣେ ଜନପ୍ରିୟ ମୁଖ୍ୟମନ୍ତ୍ରୀ
ନୁହେଁ ସିଏ ସାଲିସ ବିହୀନ ନେତା ମଧ୍ୟ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା