
ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ପବିତ୍ର ସୁଦଶା ବ୍ରତର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ
ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଓଡ଼ିଆ ପରମ୍ପରା ଓ ବିଶ୍ୱାସର
ପ୍ରତୀକ ପବିତ୍ର ସୁଦଶା ବ୍ରତ ଉପଲକ୍ଷେ ମୋର ଶୁଭେଚ୍ଛା ଜଣାଉଛି। ମା'
ଲକ୍ଷ୍ମୀଙ୍କ
କରୁଣାଭରା ଆଶୀର୍ବାଦ ପରିବାରର ସମସ୍ତଙ୍କ ମଙ୍ଗଳ କରିବା ସହ ସୁଖ ଓ ସମୃଦ୍ଧି ଭରି ଦେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା