
ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ବିନାୟକ ଦାମୋଦର ସାବରକରଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି
ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରଖର ରାଷ୍ଟ୍ରବାଦୀ, ସମାଜ ସୁଧାରକ ତଥା ସୁବକ୍ତା ବିନାୟକ ଦାମୋଦର ସାବରକରଙ୍କ ପୁଣ୍ୟତିଥିରେ
କୋଟି କୋଟି ପ୍ରଣାମ ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା