ସମ୍ମିଳନି କକ୍ଷର ଉଦଘାଟନ ଓ କୋଠା ନିର୍ମାଣ ନେଇ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ
ଜୟପୁର, ୨୭ ଫେବୃଆରୀ (ହି.ସ.)- କୋରାପୁଟ ଜିଲା ଜୟପୁର ବ୍ଲକ କାର୍ଯ୍ୟ।ଳୟ ପରିସରରେ ଆଜି ନୂତନ ପଞ୍ଚାୟତ ସମିତି କାର୍ଯ୍ୟ।ଳୟ କୋଠାର ସମ୍ପ୍ରସାରଣ ଭିତ୍ତିପ୍ରସ୍ତର ଓ ସମ୍ମିଳନି କକ୍ଷର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନ
ସମ୍ମିଳନି କକ୍ଷର ଉଦଘାଟନ ଓ କୋଠା ନିର୍ମାଣ ନେଇ ଭିତ୍ତି ପ୍ରସ୍ତର ଦେଲେ ବିଧାୟକ


ଜୟପୁର, ୨୭ ଫେବୃଆରୀ (ହି.ସ.)- କୋରାପୁଟ ଜିଲା ଜୟପୁର ବ୍ଲକ କାର୍ଯ୍ୟ।ଳୟ ପରିସରରେ ଆଜି ନୂତନ ପଞ୍ଚାୟତ ସମିତି କାର୍ଯ୍ୟ।ଳୟ କୋଠାର ସମ୍ପ୍ରସାରଣ ଭିତ୍ତିପ୍ରସ୍ତର ଓ ସମ୍ମିଳନି କକ୍ଷର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇ ଭିତ୍ତି ପ୍ରସ୍ତର ଦେବା ସହ ସମ୍ମିଳନି କକ୍ଷର ଉଦଘାଟନ କରିଥିଲେ ।

ଏଠାରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ଉପାଧ୍ୟକ୍ଷ ଗଣେଷ ପ୍ରସାଦ ପାଢୀ, ବିଡିଓ ଶକ୍ତି ମହାପାତ୍ର, ସହକାରି ନିବାହୀ ଯନ୍ତ୍ରୀ ବିଜୟ କୁମାର ନନ୍ଦ, ଜିଲା ପରିଷଦ ସଭ୍ୟା ତପତି ପଟ୍ଟନାୟକ, ଆସ୍ତା ନାୟକ, ରଶ୍ମି ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande