
ଭୁବନେଶ୍ୱର, ୨୭ ଫେବୃୟାରୀ (ହି.ସ)- ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ନୋମିନେସନ ଫର୍ମ ନେଇଛି । କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗ ୩ ସେଟ୍ ଫର୍ମ ନେଇଛନ୍ତି। ଏହି ଅବସରରେ ସେ କହିଛନ୍ତି କଂଗ୍ରେସ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଦେବ । ଏଆଇସିସି ଓ ପିସିସି ସଭାପତି ଭକ୍ତ ଦାସ ଷ୍ଟ୍ରାଟେଜି କରିସାରିଛନ୍ତି । କଂଗ୍ରେସ ନିଶ୍ଚିତ ଜିତିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା