ବିଜେପି ଗୋଟିଏ ଆସନ ଛାଡ଼ିଲେ ଅନ୍ୟ ସବୁ ଜିତିବ- ପ୍ରଦୀପ ବଳସାମନ୍ତ
ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)- ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଜେପି ଗୋଟିଏ ଆସନ ଛାଡ଼ିଲେ ଅନ୍ୟ ସବୁ ଜିତିବ। ଗୋଟିଏ ଆସନ ବିଜେଡି ନେବ। ରାଜ୍ୟସଭା ପାଇଁ ଅଙ୍କ କସା ଚାଲିଛି ବୋଲ
ବିଜେପି ଗୋଟିଏ ଆସନ     ଛାଡ଼ିଲେ ଅନ୍ୟ ସବୁ ଜିତିବ- ପ୍ରଦୀପ ବଳସାମନ୍ତ


ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)- ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ସମବାୟ ମନ୍ତ୍ରୀ

ପ୍ରଦୀପ ବଳ ସାମନ୍ତ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଜେପି ଗୋଟିଏ ଆସନ ଛାଡ଼ିଲେ ଅନ୍ୟ ସବୁ ଜିତିବ। ଗୋଟିଏ

ଆସନ ବିଜେଡି ନେବ। ରାଜ୍ୟସଭା ପାଇଁ ଅଙ୍କ କସା ଚାଲିଛି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande