
ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)- 'ପଦ୍ମଭୂଷଣ' ମନୋଜ ଦାସଙ୍କ ଜୟନ୍ତୀରେ
ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ
ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କିମ୍ବଦନ୍ତୀ ଗାଳ୍ପିକ, ବିଶିଷ୍ଟ କଥାକାର ତଥା ଔପନ୍ୟାସିକ 'ପଦ୍ମଭୂଷଣ' ମନୋଜ ଦାସଙ୍କ ଜୟନ୍ତୀ
ଅବସରରେ ପ୍ରଣାମ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା