'ଭାରତ ରତ୍ନ' ନାନାଜୀ ଦେଶମୁଖଙ୍କୁ ନମନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)- ''ଭାରତ ରତ୍ନ'' ନାନାଜୀ ଦେଶମୁଖଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ସମାଜ ସଂସ୍କାରକ, ରାଷ୍ଟ୍ର ନିର୍ମାତା, ''ଭାରତ ରତ୍ନ'' ନାନାଜୀ ଦେଶମୁଖଙ୍କ ପୁଣ୍ୟତିଥ
ନାନାଜୀ


ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)- 'ଭାରତ ରତ୍ନ' ନାନାଜୀ ଦେଶମୁଖଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ସମାଜ ସଂସ୍କାରକ, ରାଷ୍ଟ୍ର ନିର୍ମାତା, 'ଭାରତ ରତ୍ନ' ନାନାଜୀ ଦେଶମୁଖଙ୍କ ପୁଣ୍ୟତିଥିରେ ଭକ୍ତିପୂତ ପ୍ରଣାମ ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande