
ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)- ବିଶିଷ୍ଟ
ସାରସ୍ୱତ ସାଧକ ଆଚାର୍ଯ୍ୟ ହରିହର ଦାସଙ୍କ ସ୍ମୃତିଚାରଣ କରିଛନ୍ତି ବିରୋଧୀ ଦଳ ନେତା ନବୀନ
ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମର ମହାନ
ସଂଗ୍ରାମୀ,
ବିଶିଷ୍ଟ ସାରସ୍ୱତ ସାଧକ ଆଚାର୍ଯ୍ୟ ହରିହର ଦାସଙ୍କ ଜୟନ୍ତୀରେ ମୋର
ଶ୍ରଦ୍ଧାଞ୍ଜଳି ଜଣାଉଛି। ଶିକ୍ଷାର ଆଲୋକରେ ସମସ୍ତଙ୍କୁ ଆଲୋକିତ କରିବା ସହ ଦେଶର ସ୍ୱାଧୀନତା
ତଥା ସମାଜର ଉନ୍ନତିରେ ତାଙ୍କର ଅବଦାନ ସର୍ବଦା ପ୍ରେରଣାଦାୟୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା