ଜଙ୍ଗଲ ନିଆଁ- ଗତକାଲି ସର୍ବାଧିକ 221 ପଏଣ୍ଟରେ ଲାଗିଥିଲା ନିଆଁ
ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)- ଗ୍ରୀଷ୍ମ ଆରମ୍ଭ ପୂର୍ବରୁ ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ । ବନ ବିଭାଗ ତଥ୍ୟ କହୁଛି ଗତକାଲି ସର୍ବାଧିକ 221 ପଏଣ୍ଟରେ ନିଆଁ ଲାଗିଥିଲା । ସମସ୍ତ ନିଆଁକୁ ଆୟତ୍ତ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ସେହିପରି ଆଜି ସକାଳୁ
ଜଙ୍ଗଲ ନିଆଁ- ଗତକାଲି ସର୍ବାଧିକ 221     ପଏଣ୍ଟରେ ଲାଗିଥିଲା ନିଆଁ


ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)- ଗ୍ରୀଷ୍ମ

ଆରମ୍ଭ ପୂର୍ବରୁ ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ । ବନ ବିଭାଗ ତଥ୍ୟ କହୁଛି ଗତକାଲି ସର୍ବାଧିକ

221 ପଏଣ୍ଟରେ ନିଆଁ ଲାଗିଥିଲା । ସମସ୍ତ ନିଆଁକୁ ଆୟତ୍ତ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି

। ସେହିପରି ଆଜି ସକାଳୁ 39 ଟି ପଏଣ୍ଟରେ ନିଆଁ

ଲାଗିଥିବା ବେଳେ 33 ଟି ପଏଣ୍ଟରେ ନିଆଁ ଲିଭା ଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande