ଜିଲ୍ଲାସ୍ତରୀୟ ହ୍ଯୁମାନ ପାପିଲୋମା ଭାଇରସ ନିରାକରଣ ଟୀକାକରଣ ଅଭିଯାନ ଶୁଭାରମ୍ଭ

ସମ୍ବଲପୁର, ୦୧, ମାର୍ଚ୍ଚ (ହି.ସ.)

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଜିଲ୍ଲା ସ୍ତରୀୟ ହ୍ଯୁମାନ ପାପିଲୋମା ଭାଇରସ ସଂକ୍ରମଣର ନିରାକରଣ ପାଇଁ ଟୀକାକରଣ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଟୀକା କରଣ ବାଳିକାଙ୍କ ସ୍ବାସ୍ଥ୍ୟ ଓ ଭବିଷ୍ୟତ ସୁରକ୍ଷା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହି ଟୀକା ଦ୍ଵାରା ଆଗାମୀ ଦିନରେ ରେ ଜରାୟୁ ଗ୍ରିବା କର୍କଟ ରୋଗ କୁ ଅଟକାଇ ଯାଇ ପାରିବ। ପ୍ରଥମ ପର୍ଯ୍ୟାୟରେ ୩୯୦୦ ଟୀକା ଆସିଥିବା ବେଳେ ଆଗକୁ ସମୁଦାୟ ୧୧ ହଜାର ଟୀକା କରଣର ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନ ଆସନ୍ତା ୩ ମାସ କାଳ ଚାଲିବ, ଏଵଂ ସବୁ ୧୪ ରୁ ୧୫ ବର୍ଷ ବୟସ ବାଳିକା ମାନେ ଏହି ଟୀକା ନେବେ। ଏହି ଅବସର ରେ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ଅଶୋକ କୁମାର ଦାସ, ମୁଖ୍ୟ ଚିକିତ୍ସା ଲୟ ଅଧିକାରୀ ଡ ସୁଧାଂଶୁ ପଣ୍ଡା , ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ. ଚୁଳା ବତୀ ସାହୁ, ଡ. ଅବନୀନ୍ଦ୍ର ସାହୁ (ଡବ୍ଲୁଏଚ୍ଓ),ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଭବାନୀ ଶଙ୍କର ସାହୂ ତଥା ଅନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଉପସ୍ଥିତି ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande