ସମ୍ବଲପୁର ପ୍ରେସ୍ କ୍ଲବର ନିର୍ବାଚନ : ତ୍ରିବିକ୍ରମ ସଭାପତି
ସମ୍ବଲପୁର ପ୍ରେସ୍ କ୍ଲବର ନିର୍ବାଚନ: ତ୍ରିବିକ୍ରମ ସଭାପତି
ସମ୍ବଲପୁର ପ୍ରେସ୍ କ୍ଲବର ନିର୍ବାଚନ


ସମ୍ବଲପୁର ପ୍ରେସ୍ କ୍ଲବର ନିର୍ବାଚନ


ସମ୍ବଲପୁର, ୦୧, ମାର୍ଚ୍ଚ (ହି.ସ.) ଆଜି ସମ୍ବଲପୁର ପ୍ରେସ୍ କ୍ଲବର ସାଧାରଣ ନିର୍ବାଚନ ପ୍ରବଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଶେଷ ହୋଇଯାଇଛି । କ୍ଲବର ସଭାପତି ପଦରେ ପୂର୍ବତନ ସଭାପତି ତ୍ରିବିକ୍ରମ ପ୍ରଧାନ ପୁନର୍ବାର ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ପଦବୀରେ ଭବାନୀ ଶଙ୍କର ଭୋଇ ନିର୍ବାଚିତ ହୋଇଛନ୍ତି । ପରେପରେ ଅନ୍ୟାନ୍ୟ ସମସ୍ତ ପଦବୀର ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande