ପାତଲପଡା ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ
ବଲାଙ୍ଗୀର,୦୧ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଂଚାୟତ ପାତଲପଡା ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ରବିବାର ସନ୍ଧ୍ୟାରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପାତଲପଡା ଗ୍ରାମର ହଡନ କଟାର ବନ୍ଧରୁ ସଙ୍କୀର୍ତନ୍ୟ ବାଦ୍ୟ ସହ ଶତାଧିକ ମହିଳା କଳସ ଶୋ
ପାତଲପଡା ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ।   ମୁରିବାହାଲ ;୦୧/୦୩/୨୬(ଏକ୍ସପ୍ରେସ ନ୍ୟୁଜ୍)ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ପାତଲପଡା ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ରବିବାର  ସନ୍ଧ୍ୟାରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ପାତଲପଡା ଗ୍ରାମର ହଡନ କଟାର ବନ୍ଧରୁ ସଙ୍କୀର୍ତ୍ତନ୍ୟ ବାଦ୍ୟ ସହ ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ।ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଷୋହଳ ପ୍ରହରୀ ନାମଯଜ୍ଞରେ କର୍ତ୍ତା ରୂପେ ହୁମର ସିଂ ମାଝୀ ଓ ତାଙ୍କ ଧର୍ମପତ୍ନୀ ପ୍ରଶିଲା ମାଝୀ,ପୂଜକ ରୂପେ ବଳଦେବ ଷଡ଼ଙ୍ଗୀ, ଜପକ ଅଙ୍କିତ ଷଡ଼ଙ୍ଗୀ,କୃପାସିନ୍ଧୁ ଦାଶ, ଷଢ଼ବୈଷ୍ଣବ ରୂପେ ମୁକୁନ୍ଦ ଭୋଇ,ଅକୃର ଭୋଇ,କପିଳ ମଣି ମାଝୀ,ଶୁଶାନ୍ତ ବନଛୋର, ରଞ୍ଜନ ବନଛୋର, ସାବିତ୍ରୀ ଭୋଇ, ଲତିକା ଭୋଇ, ମଞ୍ଜୁଲତା ମାଝୀ, ହେମଲତା ମାଝୀ,ମଦନା ବନଛୋର, ଗୈାରି ବନଛୋର,ର୍ସପତ୍ନିକ ଦାୟିତ୍ଵ ନିର୍ବାହ କରୁଛନ୍ତି।ସମୋବାର ସକାଳ ୦୭.୪୦ମିରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ନାମାରମ୍ଭ ହେବ ବୋଲି ଜଣାପଡିଛି।ଆୟୋଜକ ପାତଲପଡା ଷୋହଳ ପ୍ରହରୀ ନାମଯଜ୍ଞ କମିଟିର ବରିଷ୍ଠ ସଦସ୍ୟ, ସଭାପତି ରସାନନ୍ଦ ଭୋଇ, ଯଦୁମଣି ଭୋଇ,ଜୟକେତନ ସିଂ ମାଝୀ, ଆନନ୍ଦ ସିଂ ମାଝୀ,ବ୍ରଜକିଶୋର ଦାଶ, ଗୋପବନ୍ଧୁ ଦାଶ,ହୃଷୀକେଶ ପରାଭୋଇ, ତୁଳସୀ ରାମଭୋଇ,ହରେ ଯାନୀ,ଶିବରାମ ଭୋଇ, ସୂର୍ଯ୍ୟକାନ୍ତ ମାଝୀ,ଚମ୍ପେଶ୍ଵର ମାଝୀ, ନବିନ ମାଝୀ, ମାୟାଧର ମାଝୀ,ପ୍ରତାପ ଭୋଇ, ପ୍ରକାଶ ଭୋଇ,ଲିଲାଧର ଭୋଇ, ନିର୍ମିଳ ଭୋଇ, ବେଦପ୍ରକାଶ ଭୋଇ,ହରି ପରାଭୋଇ,ନୃପରାଜ ପରାଭୋଇ, ପ୍ରହଲ୍ଲାଦ ପରାଭୋଇ,ଗୋଳାପ ପରାଭୋଇ,ମୋହନ ପରାଭୋଇ,ଅଖିଳ ପରାଭୋଇ,ହେମନ୍ତ ଭୋଇ, ସୁବଳ ବନଛୋର, ଅରବିନ୍ଦ ଜାଲ, ରାଧେଶ୍ୟାମ ବନଛୋର, ଚିତ୍ତରଞ୍ଜନ ବନଛୋର,ଭମର  ବନଛୋର, ଦୁର୍ଯୋଧନ ପରାଭୋଇ,ନିଳାଞ୍ଚଳ ଭୋଇ,ଜଗା ଭୋଇ, ଗୋପାଳ ଭୋଇ,ରୋହନ ଭୋଇ,ସୁମନ ଭୋଇ, ମନୋହର ମାଝୀ,ପିତାମ୍ବର ମାଝୀ,ରଙ୍ଗେଧର ମାଝୀ, ନକୁଳ ମାଝୀ,ଜିତୁ ଭୋଇ, ନିରାକାର ଭୋଇ, କୈଳାସ ବନଛୋର,ସାଗର ବନଛୋର, ବିଣାପାଣି ଜାଲ,କୁରୁପତୀ ଯାନୀ, ମଙ୍ଗଳ ଭୋଇ, ଚାନ୍ଦ ଭୋଇ,ରବିନ୍ଦ୍ର ବନଛୋର,ତପନ ବନଛୋର,ହପି ଭୋଇ,ସହ ସମସ୍ତ ପାତଳପଡା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।

ବଲାଙ୍ଗୀର,୦୧ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଂଚାୟତ ପାତଲପଡା ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ରବିବାର ସନ୍ଧ୍ୟାରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପାତଲପଡା ଗ୍ରାମର ହଡନ କଟାର ବନ୍ଧରୁ ସଙ୍କୀର୍ତନ୍ୟ ବାଦ୍ୟ ସହ ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ।ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଷୋହଳ ପ୍ରହରୀ ନାମଯଜ୍ଞରେ କର୍ତା ରୂପେ ହୁମର ସିଂ ମାଝୀ ଓ ତାଙ୍କ ଧର୍ମପତ୍ନୀ ପ୍ରଶିଲା ମାଝୀ,ପୂଜକ ରୂପେ ବଳଦେବ ଷଡ଼ଙ୍ଗୀ, ଜପକ ଅଙ୍କିତ ଷଡ଼ଙ୍ଗୀ, କୃପାସିନ୍ଧୁ ଦାଶ, ଷଢ଼ବୈଷ୍ଣବ ରୂପେ ମୁକୁନ୍ଦ ଭୋଇ, ଅକୃର ଭୋଇ, କପିଳ ମଣି ମାଝୀ,ଶୁଶାନ୍ତ ବନଛୋର, ରଞ୍ଜନ ବନଛୋର, ସାବିତ୍ରୀ ଭୋଇ, ଲତିକା ଭୋଇ, ମଞ୍ଜୁଲତା ମାଝୀ, ହେମଲତା ମାଝୀ,ମଦନା ବନଛୋର, ଗୈାରି ବନଛୋର, ସପତ୍ନିକ ଦାୟିତ୍ୱ ନିର୍ବାହ କରୁଛନ୍ତି। ସମୋବାର ସକାଳ ୦୭.୪୦ମିରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ନାମାରମ୍ଭ ହେବ ବୋଲି ଜଣାପଡିଛି। ଆୟୋଜକ ପାତଲପଡା ଷୋହଳ ପ୍ରହରୀ ନାମଯଜ୍ଞ କମିଟିର ବରିଷ୍ଠ ସଦସ୍ୟ, ସଭାପତି ରସାନନ୍ଦ ଭୋଇ, ଯଦୁମଣି ଭୋଇ, ଜୟକେତନ ସିଂ ମାଝୀ, ଆନନ୍ଦ ସିଂ ମାଝୀ, ବ୍ରଜକିଶୋର ଦାଶ, ଗୋପବନ୍ଧୁ ଦାଶ, ହୃଷୀକେଶ ପରାଭୋଇ, ତୁଳସୀ ରାମଭୋଇ, ହରେ ଯାନୀ, ଶିବରାମ ଭୋଇ, ସୂର୍ଯ୍ୟକାନ୍ତ ମାଝୀ, ଚମ୍ପେଶ୍ୱର ମାଝୀ, ନବିନ ମାଝୀ, ମାୟାଧର ମାଝୀ,ପ୍ରତାପ ଭୋଇ, ପ୍ରକାଶ ଭୋଇ,ଲିଲାଧର ଭୋଇ, ନିର୍ମିଳ ଭୋଇ, ବେଦପ୍ରକାଶ ଭୋଇ, ହରି ପରାଭୋଇ, ନୃପରାଜ ପରାଭୋଇ, ପ୍ରହଲ୍ଲାଦ ପରାଭୋଇ, ଗୋଳାପ ପରାଭୋଇ, ମୋହନ ପରାଭୋଇ, ଅଖିଳ ପରାଭୋଇ, ହେମନ୍ତ ଭୋଇ, ସୁବଳ ବନଛୋର, ଅରବିନ୍ଦ ଜାଲ, ରାଧେଶ୍ୟାମ ବନଛୋର, ଚିତରଞ୍ଜନ ବନଛୋର, ଭମର ବନଛୋର, ଦୁର୍ଯୋଧନ ପରାଭୋଇ, ନିଳାଂଚଳ ଭୋଇ, ଜଗା ଭୋଇ, ଗୋପାଳ ଭୋଇ, ରୋହନ ଭୋଇ,ସୁମନ ଭୋଇ, ମନୋହର ମାଝୀ, ପିତାମ୍ବର ମାଝୀ, ରଙ୍ଗେଧର ମାଝୀ, ନକୁଳ ମାଝୀ, ଜିତୁ ଭୋଇ, ନିରାକାର ଭୋଇ, କୈଳାସ ବନଛୋର, ସାଗର ବନଛୋର, ବିଣାପାଣି ଜାଲ, କୁରୁପତୀ ଯାନୀ, ମଙ୍ଗଳ ଭୋଇ, ଚାନ୍ଦ ଭୋଇ, ରବିନ୍ଦ୍ର ବନଛୋର, ତପନ ବନଛୋର, ହପି ଭୋଇ, ସହ ସମସ୍ତ ପାତଳପଡା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande