କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତକୁ ନେଇ ପୋଲିସର ବଡ଼ ବୈଠକ
ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତକୁ ନେଇ ପୋଲିସର ବଡ଼ ବୈଠକ । ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ପୋଲିସ ସେବା ଭବନରେ ବୈଠକ ବସିଛି । ବୈଠକରେ ପୋଲିସ କମିଶନରଙ୍କ ସହ ଭୁବନେଶ୍ୱର ଡିସିପି ଓ ବରିଷ୍ଠ ଅଧିକାରୀ ସାମିଲ ହୋଇଛି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ     ଶାହଙ୍କ ଗସ୍ତକୁ ନେଇ ପୋଲିସର ବଡ଼ ବୈଠକ


ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ

ଅମିତ ଶାହଙ୍କ ଗସ୍ତକୁ ନେଇ ପୋଲିସର ବଡ଼ ବୈଠକ । ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ପୋଲିସ ସେବା

ଭବନରେ ବୈଠକ ବସିଛି । ବୈଠକରେ ପୋଲିସ କମିଶନରଙ୍କ ସହ ଭୁବନେଶ୍ୱର ଡିସିପି ଓ ବରିଷ୍ଠ ଅଧିକାରୀ

ସାମିଲ ହୋଇଛି । ଆସନ୍ତା 5 ତାରିଖରେ

ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande