
ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.)- ଆଜି ଦହିବରା
ଦିବସ । ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦହିବରା ଦିବସ
ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା । ଦହିବରା କେବଳ ଏକ ଖାଦ୍ୟ ନୁହେଁ, ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଭାବାବେଗ । ଏହାର ସ୍ୱାଦ ଆମ
ପାରମ୍ପରିକ ଖାଦ୍ୟ ସଂସ୍କୃତିର ଏକ ଅନନ୍ୟ ପରିଚୟ । ଆସନ୍ତୁ, ଆଜି ଦହିବରା ଦିବସରେ ଓଡ଼ିଆ ଖାଦ୍ୟ ସଂସ୍କୃତିକୁ ବିଶ୍ୱ ଦରବାରରେ
ପହଞ୍ଚାଇବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା