
ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.)- ନୂଆଦିଲ୍ଲୀରେ
ଥିବା ଇରାନ ଏମ୍ବାସିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି ଦିଲ୍ଲୀ ପୁଲିସ। ଇରାନର ସର୍ବୋଚ୍ଚ
ନେତା ଆୟୋତୋଲ୍ଲ ଅଲ୍ଲୀ ଖୋମନେଇଙ୍କ ମୃତ୍ୟୁ ପରେ ୪୦ ଦିନିଆ ଶୋକ ପ୍ରସ୍ତାବ ପାଳନ କରୁଛନ୍ତି
ଇରାନ। ଦିଲ୍ଲୀରେ ରହୁଥିବା ଇରାନୀ ନାଗରିକ ମାନେ ଶୋକ ପ୍ରସ୍ତାବ ପାଳନ କରୁଛନ୍ତି । ଏମ୍ବସି
ଅନ୍ତେବସୀ ମାନେ ଆମ୍ବାସଡରଙ୍କ ସହ ଭିତରେ ଥିବା ଶୋକ ପୁସ୍ତିକାରେ ଦସ୍ତଖତ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା