ଦଳ ନିର୍ଦ୍ଦେଶରେ ଆମେ ଭୋଟ ଦେବୁ- ଅଶୋକ ମହାନ୍ତି
ଭୁବନେଶ୍ୱର, 14 ମାର୍ଚ୍ଚ (ହି.ସ.)- ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଂଗଠନ ଓ ରାଜ୍ୟସଭାକୁ ନେଇ ଆଲୋଚନା ହେବ । ବିଧାୟକ ମାନେ ଏକତ୍ରିତ ଅଛନ୍ତି । ଦଳ ନିର୍ଦ୍ଦେଶରେ ଆମେ ଭୋଟ ଦେବୁ, ରାଜ୍ୟସଭା ବାବଦରେ ସମସ୍ତଙ୍କର ଶିଖିବାର ଅଧିକାର ଅଛି ବୋଲି ବିଜେପି ବିଧାୟକ ଅଶୋକ
ଦଳ ନିର୍ଦ୍ଦେଶରେ ଆମେ ଭୋଟ ଦେବୁ- ଅଶୋକ ମହାନ୍ତି


ଭୁବନେଶ୍ୱର, 14 ମାର୍ଚ୍ଚ (ହି.ସ.)- ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଂଗଠନ ଓ

ରାଜ୍ୟସଭାକୁ ନେଇ ଆଲୋଚନା ହେବ । ବିଧାୟକ ମାନେ ଏକତ୍ରିତ ଅଛନ୍ତି । ଦଳ ନିର୍ଦ୍ଦେଶରେ ଆମେ ଭୋଟ

ଦେବୁ, ରାଜ୍ୟସଭା ବାବଦରେ ସମସ୍ତଙ୍କର ଶିଖିବାର ଅଧିକାର ଅଛି ବୋଲି ବିଜେପି ବିଧାୟକ ଅଶୋକ

ମହାନ୍ତି କହିଛନ୍ତି । ସେଥିପାଇଁ ଦଳ ଏହି କାର୍ଯ୍ୟକ୍ରମ କରିଛି ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande