ଜୟପୁରରେ ଜବରଦଖଲ ଉଛେଦ
ଜୟପୁର, ୧୬ ମାର୍ଚ୍ଚ (ହି.ସ.) ଜୟପୁର ପୌରାଞ୍ଚଳର ଲିଙ୍ଗରାଜ ନଗର ଝୁପୁଡି ଲାଇନ ଓ ଖ୍ରୀଷ୍ଟିଆନପେଟା ୪ର୍ଥ ଲାଇନରେ ଜବରଦଖଲ ଉଛେଦ କରିଛି ପ୍ରଶାସନ । ପୌରପାଳିକା ଜାଗାରେ ଜବର ଦଖଲ କରି ୩ଟି ଘର କରିଥିଲେ । ସେହିପରି ଖ୍ରୀଷ୍ଟିଆନପେଟା ୪ର୍ଥ ଗଳି ରେ ପୌର ପାଳିକା ଜାଗାରେ ନବ ର୍ନର୍ମିତି ଘର ନିର
ଜୟପୁର ରେ ଜବର ଦଖଲ ଉଛେଦ


ଜୟପୁର, ୧୬ ମାର୍ଚ୍ଚ (ହି.ସ.) ଜୟପୁର ପୌରାଞ୍ଚଳର ଲିଙ୍ଗରାଜ ନଗର ଝୁପୁଡି ଲାଇନ ଓ ଖ୍ରୀଷ୍ଟିଆନପେଟା ୪ର୍ଥ ଲାଇନରେ ଜବରଦଖଲ ଉଛେଦ କରିଛି ପ୍ରଶାସନ । ପୌରପାଳିକା ଜାଗାରେ ଜବର ଦଖଲ କରି ୩ଟି ଘର କରିଥିଲେ । ସେହିପରି ଖ୍ରୀଷ୍ଟିଆନପେଟା ୪ର୍ଥ ଗଳି ରେ ପୌର ପାଳିକା ଜାଗାରେ ନବ ର୍ନର୍ମିତି ଘର ନିର୍ମାଣ କରୁଥିବା ବେଳେ ସାହି ବାସିନ୍ଦାଙ୍କ ଅଭିଯୋଗ ପାଇ ପୌର ପାଳିକା ଉଛେଦ କରିଛି । ବାରମ୍ବାର ନୋଟିସ ତାଗିଦ ପରେ ମଧ୍ୟ ସେମାନେ ହଟିନଥିଲେ । ଏନେଇ ଆଜି ଜୟପୁର ପୌର ପାଳିକା ପହଞ୍ଚି ଜେସିବି ଦ୍ୱାରା ଉଛେଦ କରିଛି । ଉଛେଦ ସମୟରେ ଅତିରିକ୍ତ ପୌର କାର୍ଯ୍ୟ ନିର୍ବାହି ଅଧିକାରି ପୁଜା ରାଉତ, ପୌର ଯନ୍ତ୍ରୀ ଅଜୟ ଜାନୀ, ଅମିନ ଅଭିନାସ ସାନ୍ତ୍ରାପାତ୍ର, ଶୁଭସ୍ମିତା ଜେନା, ସେନିଟାରି ନିରିକ୍ଷକ ସତ୍ୟ ନାରାୟଣ ପାତ୍ର, ଜମାଦାର ପି ଜଗଦିଶ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande