
ଭଦ୍ରକ, ୧୬ ମାର୍ଚ୍ଚ (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଂଚାୟତ ଗାୟକ ଅନିରୁଦ୍ଧ ପାଣିଗ୍ରାହୀ ପ୍ରାଚୀ ପାଲାପୀଠ ସାରଣା ଠାରେ ଗୁରୁବାର ଠାରୁ ଆରମ୍ଭ ହୋଇ ଉଦଯାପିତ ହୋଇଯାଇଛି। ଗାୟକ ତତ୍ୱବିଭୂଷଣ ଡ.ଲମ୍ୱୋଧର ବେହେରା ଓ ଗାୟକ ପୀୟୂଷ ଶ୍ରୀ ସତ୍ୟନାରାୟଣ ଜେନା ଙ୍କ ମଧ୍ୟରେ ବାଦୀପାଲା ପରିବେଷଣ ହୋଇଯାଇଛି। ହରିହର ପାଣିଗ୍ରାହୀ, ନୀଳମଣି ଦାସ, ଗୋପୀନାଥ ବାରିକ୍, ବାବାଜୀ ବାରିକ୍, ନରହରି ବେହେରା, ଅର୍ଜୁନ ସେଠୀ, ହରିହର ସେଠୀ, ହରିହର ବେହେରା ପ୍ରମୁଖ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ