
ଭୁବନେଶ୍ୱର,୧୬ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନ ଭୋଟିଂ ବେଳେ ବିଜେପି ବିଧାୟିକାଙ୍କ ଭୋଟିଂଙ୍କୁ ନେଇ ଆପତି ଉଠାଇଥିଲେ ନବୀନ ପଟ୍ଟନାୟକ। ନବୀନଙ୍କ ଅଭିଯୋଗରେ ଜବାବ୍ ରଖି ବିଜେପି ବିଧାୟକ ପ୍ରକାଶ ସେଠୀ କହିଛନ୍ତି ଯେ ଉପସନାଙ୍କ ଭୋଟ ଓଭର ରାଇଟ୍ ହୋଇଥିଲା । ନିର୍ବାଚନ କମିଶନଙ୍କ ରୁଲ ଅନୁଯାୟୀ ଦ୍ୱିତୀୟ ବାଲଟ ପେପର ଇସ୍ୟୁ ହୋଇପାରିବ । ଯଦି ଏଜେଂଟଙ୍କୁ ଦେଖାଇ ନଥିବେ ତେବେ ନେଇପାରିବେ । ଯେହେତୁ ଉପାସନା ଏଜେଂଟଙ୍କୁ ବାଲଟ ଦେଖାଇ ନଥିଲେ । ସେଥିପାଇଁ ତାଙ୍କୁ ପୋଲିଂ ଅଫିସର ଦ୍ୱିତୀୟ ବାଲଟ ପେପର ଇସ୍ୟୁ କଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା