ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ବିରୁଦ୍ଧରେ ସିପିଆଇର ବିକ୍ଷୋଭ କାଲି
ଭୁବନେଶ୍ୱର, ୧୯ ମାର୍ଚ୍ଚ (ହି.ସ.) - ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ବିରୁଦ୍ଧରେ ସିପିଆଇ ପକ୍ଷରୁ ଆସନ୍ତାକାଲି ଶୁକ୍ରବାର ପୂର୍ବାହ୍ନରେ ରାଜମହଲଛକଠାରେ ବିକ୍ଷୋଭ ଓ ରାସ୍ତାରୋକ ଅନୁଷ୍ଠିତ ହେବ। ଏହି ଉପଲେକ୍ଷ ଏକଶୋଭାଯାତ୍ରା ଭଗବତୀ ଭବନଠାରୁ ବାହାରି ବିକ୍ଷୋଭ ସ୍ଥଳରେ ପହଂଚିବ। ସିପିଆଇ ରାଜ୍ୟ କାର୍ଯ୍ୟକ
ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ବିରୁଦ୍ଧରେ ସିପିଆଇର ବିକ୍ଷୋଭ କାଲି


ଭୁବନେଶ୍ୱର, ୧୯ ମାର୍ଚ୍ଚ (ହି.ସ.) - ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ବିରୁଦ୍ଧରେ ସିପିଆଇ ପକ୍ଷରୁ ଆସନ୍ତାକାଲି ଶୁକ୍ରବାର ପୂର୍ବାହ୍ନରେ ରାଜମହଲଛକଠାରେ ବିକ୍ଷୋଭ ଓ ରାସ୍ତାରୋକ ଅନୁଷ୍ଠିତ ହେବ। ଏହି ଉପଲେକ୍ଷ ଏକଶୋଭାଯାତ୍ରା ଭଗବତୀ ଭବନଠାରୁ ବାହାରି ବିକ୍ଷୋଭ ସ୍ଥଳରେ ପହଂଚିବ। ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ସୁର ଜେନା ଏହି ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande