ଏକସନ ମୋଡ ରେ ପୋଲିସ ଟ୍ରାଫିକ କଡ଼ା କଡି
ବଲାଙ୍ଗିର, 21 ମାର୍ଚ୍ଚ (ହି.ସ.) ବଲାଙ୍ଗିର ଟାଉନ ରେ ପୋଲିସ ବେପାରୁଆ ଗାଡ଼ି ଚାଳକ ଙ୍କୁ ପାନେ ଦେବା ପାଇଁ ଏବେ ଜାଗା ଜାଗାରେ ପୋଲିସର ଚେକିଂ ଆରଂଭ କରିଚି। ସହରର ବିଭିନ୍ନ ଛକ ଓ ଏଣ୍ଟ୍ରି ପଏଣ୍ଟ ବଲାଙ୍ଗିର ପୋଲିସ ଛକି ବସି ଏବେ କଡ଼ାକଡ଼ି ଚେକିଂ ଆରମ୍ଭ କରିଛି । ବେପାରୁଆ ଗାଡ଼ି ଚାଲାଣ, ଡ଼୍ରଙ୍
ଏକସନ ମୋଡ ରେ ପୋଲିସ ଟ୍ରାଫିକ କଡ଼ା କଡି


ବଲାଙ୍ଗିର, 21 ମାର୍ଚ୍ଚ (ହି.ସ.)

ବଲାଙ୍ଗିର ଟାଉନ ରେ ପୋଲିସ ବେପାରୁଆ ଗାଡ଼ି ଚାଳକ ଙ୍କୁ ପାନେ ଦେବା ପାଇଁ ଏବେ ଜାଗା ଜାଗାରେ ପୋଲିସର ଚେକିଂ ଆରଂଭ କରିଚି। ସହରର ବିଭିନ୍ନ ଛକ ଓ ଏଣ୍ଟ୍ରି ପଏଣ୍ଟ ବଲାଙ୍ଗିର ପୋଲିସ ଛକି ବସି ଏବେ କଡ଼ାକଡ଼ି ଚେକିଂ ଆରମ୍ଭ କରିଛି । ବେପାରୁଆ ଗାଡ଼ି ଚାଲାଣ, ଡ଼୍ରଙ୍କ ଆଣ୍ଡ ଡ଼୍ରାଇଭ, ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବା ଆମାନିଆ ଗାଡ଼ି ଚାଳକଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେବା ସହ ସାବାଡ଼ କରିବା ପାଇଁ ବଲାଙ୍ଗିର ପୋଲିସ ଏହି ଚେକିଂ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande