ଶେରଗଡ଼ ବ୍ଳକରେ ୨୨ଟି ପଞ୍ଚାୟତରେ କିଶୋରି ମେଳା ଅନୁଷ୍ଠିତ
ଗଞାମ, ୧୯ ମାର୍ଚ୍ଚ (ହି.ସ.)- ଗଞାମ ଜିଲା ଶେରଗଡ ବ୍ଲକର ୨୨ଟି ପଂଚାୟତରେ ଆଜି ସୁଦ୍ଧା ସମସ୍ତ ଅଂଗନବାଡି କେନ୍ଦ୍ରସ୍ତରୀୟ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି l ସିଡିପିଓ ମମତାଞ୍ଜଳୀ ପଣ୍ଡାଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷା, ବାଲ୍ଯବିବାହ ପ୍ରଥା ଉଛେଦ ଇତ୍ୟାଦ
Shergada block ra 22te panchayat


Shergada block starya


ଗଞାମ, ୧୯ ମାର୍ଚ୍ଚ (ହି.ସ.)-

ଗଞାମ ଜିଲା ଶେରଗଡ ବ୍ଲକର ୨୨ଟି ପଂଚାୟତରେ ଆଜି ସୁଦ୍ଧା ସମସ୍ତ ଅଂଗନବାଡି କେନ୍ଦ୍ରସ୍ତରୀୟ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି l ସିଡିପିଓ ମମତାଞ୍ଜଳୀ ପଣ୍ଡାଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷା, ବାଲ୍ଯବିବାହ ପ୍ରଥା ଉଛେଦ ଇତ୍ୟାଦି ସଂପର୍କରେ ମେଳାରେ ଆଲୋଚନା କରାଯାଇ ଶିକ୍ଷାପ୍ରଦାନ କରାଯାଇଛି । ମେଳାଗୁଡିକରେ ବିଭିନ୍ନ ଶିକ୍ଷଣୀୟ ଆମୋଦ ଦାୟକ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହୋଇଛି । ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ କିଶୋରୀ ମାନଙ୍କୁ ପୁରସ୍କୃତ କରାଯାଇଛି।ଏ ସମସ୍ତ ମେଳା ଆଇସିଡିଏସ ସମସ୍ତ ପରିଦର୍ଶିକା, ଅଂଗନବାଡି କର୍ମୀ ଓ ସହାୟିକାଙ୍କ ମିଳିତ ସହଯୋଗରେ ସମାହିତ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande