ବିଜୁଳି ମାଡ଼ରେ ବଢୁଛି ମୃତକଙ୍କ ସଂଖ୍ୟା
ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- ବିଜୁଳି ମାଡ଼ରେ ବଢୁଛି ମୃତକଙ୍କ ସଂଖ୍ୟା । 2023-24 ରେ 286 ଜଣଙ୍କ ବିଜୁଳି ମାଡ଼ରେ ମୃତ୍ୟୁ ହୋଇଥିବାବେଳେ 2024-25 ରେ ଏହି ସଂଖ୍ୟା ବଢ଼ି 314 ରେ ପହଁଚିଛି । ମୟୁରଭଞ୍ଜରେ ସର୍ବାଧିକ ବିଜୁଳି ମାଡ଼ରେ ମରିଛନ୍ତି । ସେହିପର
ବିଜୁଳି ମାଡ଼ରେ ବଢୁଛି     ମୃତକଙ୍କ ସଂଖ୍ୟା


ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- ବିଜୁଳି ମାଡ଼ରେ

ବଢୁଛି ମୃତକଙ୍କ ସଂଖ୍ୟା । 2023-24 ରେ

286 ଜଣଙ୍କ ବିଜୁଳି ମାଡ଼ରେ ମୃତ୍ୟୁ ହୋଇଥିବାବେଳେ 2024-25 ରେ ଏହି ସଂଖ୍ୟା ବଢ଼ି 314 ରେ ପହଁଚିଛି । ମୟୁରଭଞ୍ଜରେ

ସର୍ବାଧିକ ବିଜୁଳି ମାଡ଼ରେ ମରିଛନ୍ତି । ସେହିପରି ବୁଡି ମୃତ୍ୟୁ ବି ଚିନ୍ତା ବଢ଼ାଉଛି 2023-24

ରେ 2006 ଜଣ ବୁଡି ମରିଛନ୍ତି । ଏହି ସଂଖ୍ୟା 2024-25

ରେ କମିଛି । ହେଲେ 1854 ଜଣ ବୁଡିକି ମରିଛନ୍ତି ।

ସାପ କାମୁଡା ବି ଅନେକ ଜୀବନ ନେଇଛି । 2023-24 ରେ ସାପ କାମୁଡାରେ 1147

ମରିଥିବାବେଳେ 2024-25 ରେ 971 ଜଣଙ୍କ ପ୍ରାଣ ନେଇଛି ସାପ କାମୁଡା । ରାଜସ୍ୱ ଓ ବିପର୍ଯୟ ମନ୍ତ୍ରୀ ସୁରେଶ ପୂଜାରୀ

ଗୃହରେ ଲିଖିତ ଉତ୍ତର ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande