ବିଜୁ ନବୀନ ଟ୍ରଷ୍ଟକୁ ନେଇ ବିଜେଡି-ବିଜେପି-କଂଗ୍ରେସ ମୁହାଁମୁହିଁ
ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- ବିଜୁ ନବୀନ ଟ୍ରଷ୍ଟକୁ ନେଇ ବିଜେଡି-ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ବିଜୁ ନବୀନ ଟ୍ରଷ୍ଟକୁ ନେଇ ଭାଣ୍ଡିଆ ହେବା ପରେ ଗଣମାଧ୍ୟମ ଉପରେ ରୋଷ ଝାଡ଼ିଲେ ପ୍ରମିଳା। କହିଲେ ଗଣମାଧ୍ୟମ ନୀତି ନୈତିକତା ଭୁଲି ସରକାରଙ୍କ ପକ୍ଷ
ବିଜୁ ନବୀନ ଟ୍ରଷ୍ଟକୁ ନେଇ     ବିଜେଡି-ବିଜେପି-କଂଗ୍ରେସ ମୁହାଁମୁହିଁ


ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- ବିଜୁ ନବୀନ ଟ୍ରଷ୍ଟକୁ

ନେଇ ବିଜେଡି-ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ବିଜୁ ନବୀନ ଟ୍ରଷ୍ଟକୁ ନେଇ ଭାଣ୍ଡିଆ

ହେବା ପରେ ଗଣମାଧ୍ୟମ ଉପରେ ରୋଷ ଝାଡ଼ିଲେ ପ୍ରମିଳା।

କହିଲେ ଗଣମାଧ୍ୟମ ନୀତି ନୈତିକତା ଭୁଲି ସରକାରଙ୍କ ପକ୍ଷରେ ସମ୍ବାଦ ପରିବେଷଣ କରୁଛନ୍ତି

। ଯାହାକୁ କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ । ଇରାଶିଶ କହିଛନ୍ତି

ପ୍ରମିଳାଙ୍କ ମିଛକୁ ଖୋଦ ନବୀନ ଧରାଇ ଦେବା ପରେ ଭାଣ୍ଡିଆ ହୋଇଥିଲେ ପ୍ରମିଳା । ସେଥିପାଇଁ ଏଭଳି

ରୋଷ ଝାଡ଼ୁଛନ୍ତି । ସେହିପରି କଂଗ୍ରେସ ବିଧାୟକ ସି ଏସ୍ ରାଜନ ଏକା ମଧ୍ୟ କହିଛନ୍ତି ଗଣମାଧ୍ୟମ

ଠିକ କରୁଛି । ତେବେ ଦିନକ ତଳେ ବିଜୁ ନବୀନ ଟ୍ରଷ୍ଟ

କିଛି ନଥିବା କହିଥିଲେ ପ୍ରମିଳା । ଯାହା ପରେ କାଲି ଖୋଦ ନବୀନ କହିଥିଲେ କି ବିଜୁ ନବୀନ ଟ୍ରଷ୍ଟ

ଖୋଲା ଯାଇଛି । ମୋ ଅନୁମତିରେ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande