ସ୍ୱାସ୍ଥ୍ୟ ମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି- କଂଗ୍ରେସ ବିଧାୟକ
ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- ଗୃହରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସରକାର ଶୋଇପଡିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି । ତାଙ୍କୁ କିଛି ଫରକ ପଡୁନି । ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଯେଉଁ ମାନେ ଦୋଷୀ ତାଙ୍କ ବିରୋଧରେ ଦୃଢ କ
ସ୍ୱାସ୍ଥ୍ୟ ମନ୍ତ୍ରୀ     କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି- କଂଗ୍ରେସ ବିଧାୟକ


ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- ଗୃହରେ ବାରମ୍ବାର

ଅଭିଯୋଗ କଲେ ମଧ୍ୟ ସରକାର ଶୋଇପଡିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦରେ

ଶୋଇଛନ୍ତି । ତାଙ୍କୁ କିଛି ଫରକ ପଡୁନି । ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଯେଉଁ ମାନେ

ଦୋଷୀ ତାଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ

ପବିତ୍ର ସାଉଁଟା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande