ରାଷ୍ଟ୍ରୀୟ ନବବର୍ଷର ଶୁଭ କାମନା ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- ରାଷ୍ଟ୍ରୀୟ ନବବର୍ଷର ଶୁଭ କାମନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଚୈତ୍ର ଶୁକ୍ଳ ପ୍ରତିପଦା ତଥା ରାଷ୍ଟ୍ରୀୟ ନବବର୍ଷର ଶୁଭ ଅବସରରେ ଆପଣମାନଙ୍କୁ ହାର
ନୂଆବର୍ଷ


ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- ରାଷ୍ଟ୍ରୀୟ ନବବର୍ଷର

ଶୁଭ କାମନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ

ପ୍ରଭାତି ପରିଡା କହିଛନ୍ତି ଯେ, ଚୈତ୍ର ଶୁକ୍ଳ ପ୍ରତିପଦା ତଥା ରାଷ୍ଟ୍ରୀୟ ନବବର୍ଷର ଶୁଭ

ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ପ୍ରଭାତି ପରିଡା କହିଛନ୍ତି

ଯେ, ଏହି ପବିତ୍ର ତିଥି ସୃଷ୍ଟିର ପ୍ରଥମ ଦିନ ଭାବେ ଏକ ସଶକ୍ତ ଓ ସମୃଦ୍ଧ ଭାରତ ନିର୍ମାଣ ପାଇଁ

ସଂକଳ୍ପ ନେବାର ଅବସର ହେଉ । ରାଷ୍ଟ୍ରୀୟ ନବବର୍ଷ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ନେଇଆସୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande