ସରସଂଘଚାଳକ ଡ.କେଶବ ବଳିରାମ ହେଡଗେୱାରଙ୍କ ସ୍ମରଣ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- ସରସଂଘଚାଳକ ଡ.କେଶବ ବଳିରାମ ହେଡଗେୱାରଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ପରମ ପୂଜନୀୟ ଆଦ୍ୟ ସରସଂଘଚାଳକ ଡ.କେଶବ ବଳିରାମ ହେଡଗେୱାରଙ୍
କେଶବ


ଭୁବନେଶ୍ୱର, 19 ମାର୍ଚ୍ଚ (ହି.ସ.)- ସରସଂଘଚାଳକ

ଡ.କେଶବ ବଳିରାମ ହେଡଗେୱାରଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ପରମ ପୂଜନୀୟ ଆଦ୍ୟ ସରସଂଘଚାଳକ

ଡ.କେଶବ ବଳିରାମ ହେଡଗେୱାରଙ୍କ ଜୟନ୍ତୀରେ ତାଙ୍କୁ କୋଟି କୋଟି ପ୍ରଣାମ କରୁଛି । ଦେଶସେବା, ସଙ୍ଗଠନ ଓ ସମର୍ପଣର ତାଙ୍କ ଆଦର୍ଶ ଆମ

ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣାସ୍ରୋତ ହୋଇ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande