ସୁବର୍ଣ୍ଣପୁର ଜିଲ୍ଲାରେ ବିଶ୍ଵ ପଖାଳ ଦିବସ ପାଳିତ
ସୁବର୍ଣ୍ଣପୁର, 20 ମାର୍ଚ୍ଚ (ହି.ସ.) ଆଜି ଦିବା ୧୨.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ବିଶ୍ଵ ପଖାଳ ଦିବସ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ,, ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍
ସୁବର୍ଣ୍ଣପୁର ଜିଲ୍ଲାରେ ବିଶ୍ଵ ପଖାଳ ଦିବସ ପାଳିତ


ସୁବର୍ଣ୍ଣପୁର ଜିଲ୍ଲାରେ ବିଶ୍ଵ ପଖାଳ ଦିବସ ପାଳିତ


ସୁବର୍ଣ୍ଣପୁର ଜିଲ୍ଲାରେ ବିଶ୍ଵ ପଖାଳ ଦିବସ ପାଳିତ


ସୁବର୍ଣ୍ଣପୁର ଜିଲ୍ଲାରେ ବିଶ୍ଵ ପଖାଳ ଦିବସ ପାଳିତ


ସୁବର୍ଣ୍ଣପୁର ଜିଲ୍ଲାରେ ବିଶ୍ଵ ପଖାଳ ଦିବସ ପାଳିତ


ସୁବର୍ଣ୍ଣପୁର, 20 ମାର୍ଚ୍ଚ (ହି.ସ.)

ଆଜି ଦିବା ୧୨.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ବିଶ୍ଵ ପଖାଳ ଦିବସ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ,, ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ ଶ୍ରୀମତି ଅଞ୍ଜଳୀନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, , ଶ୍ରୀ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀ ଓ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ରାଜ୍ୟ ସ୍ତରୀୟ ବିଶ୍ଵ ପଖାଳ ଦିବସ ରଜ୍ୟ ରାଜଧାନୀ ଭୁବନେଶ୍ଵର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଆଭାସି ମାଧ୍ୟମରେ ସିଧା ପ୍ରସାରଣ କୁ ସଂସ୍କୃତି ଭବନ ଠାରେ ସମସ୍ତେ ଅବଲୋକନ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥି ମାନଙ୍କ ଅଭିଭାଷଣ ଶୁଣିବା ସହିତ ଜିଲ୍ଲା ସ୍ତରୀୟ ପଖାଳ ଦିବସରେ ଉପସ୍ଥିତ ସମୂହ ପଖାଳ ଭୋଜନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ରାଜେଶ କୁମାରଙ୍କ ଦ୍ଵାରା ଆୟୋଜନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande