19883 ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ
ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ତଳେ ବସି ପାଠ ପଢୁଛନ୍ତି ପିଲା । 19883 ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ । ବାଧ୍ୟ ହୋଇ ଦରି ନ ହେଲେ ଆସନରେ ବସି ପାଠ ପଢିଛନ୍ତି ଛାତ୍ରଛାତ୍ରୀ. । ଡେସ୍କ ଓ ବେଞ୍ଚ ଯୋଗାଇବାକୁ ପଦକ୍ଷେପ ନିଆଯାଉଥିବା ବିଦ୍ୟାଳୟ ଓ ଗଣଶ
19883 ସ୍କୁଲରେ ନାହିଁ       ଡେସ୍କ ଓ ବେଞ୍ଚ


ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ତଳେ ବସି ପାଠ

ପଢୁଛନ୍ତି ପିଲା । 19883 ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ । ବାଧ୍ୟ ହୋଇ ଦରି ନ ହେଲେ ଆସନରେ ବସି ପାଠ

ପଢିଛନ୍ତି ଛାତ୍ରଛାତ୍ରୀ. । ଡେସ୍କ ଓ ବେଞ୍ଚ ଯୋଗାଇବାକୁ ପଦକ୍ଷେପ ନିଆଯାଉଥିବା ବିଦ୍ୟାଳୟ ଓ

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହକୁ ଲିଖିତ ଭାବେ ଅବଗତ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande