ଛାତ୍ର ସଂସଦ ନିର୍ବାଚନ ନେଇ ବିଚାର ବିମର୍ଷ ଚାଲିଛି- ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ବନ୍ଦ ହୋଇନି ଛାତ୍ର ସଂସଦ ନିର୍ବାଚନ । ଏନେଇ ଗୃହରେ ଲିଖିତ ଉତ୍ତର ରଖି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇନି । ନିର୍ବାଚନ କରିବାକୁ ସରକାର ସକାରାତ୍ମକ ଅଛନ୍ତି । ଏ ଦିଗରେ ବିଚାର ବିମର୍ଶ ଚାଲି
ଛାତ୍ର ସଂସଦ ନିର୍ବାଚନ ନେଇ     ବିଚାର ବିମର୍ଷ ଚାଲିଛି- ସୂର୍ଯ୍ୟବଂଶୀ ସୂରଜ


ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ବନ୍ଦ ହୋଇନି

ଛାତ୍ର ସଂସଦ ନିର୍ବାଚନ । ଏନେଇ ଗୃହରେ ଲିଖିତ

ଉତ୍ତର ରଖି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇନି ।

ନିର୍ବାଚନ କରିବାକୁ ସରକାର ସକାରାତ୍ମକ ଅଛନ୍ତି । ଏ ଦିଗରେ ବିଚାର ବିମର୍ଶ ଚାଲିଥିବା ନେଇ

ଗୃହକୁ ଅବଗତ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande