ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ସହ କଟକ ମେଡ଼ିକାଲ ସୁପରିଟେଣ୍ଡେଣ୍ଟଙ୍କ ନିଲମ୍ବନ ଦାବି କଲା କଂଗ୍ରେସ
ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ସହ କଟକ ମେଡ଼ିକାଲ ସୁପରିଟେଣ୍ଡେଣ୍ଟଙ୍କ ନିଲମ୍ବନ ଦାବି କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ଯେ, ନିଜ ଦୋଷ ଲୁଚାଇବାକୁ ଯାଇ ଛୋଟ ଲୋକଙ୍କ ଉପର ଦାଉ ସାଧୁଛନ୍ତି ସରକାର । ଯେଉ
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ     ଇସ୍ତଫା ସହ କଟକ ମେଡ଼ିକାଲ ସୁପରିଟେଣ୍ଡେଣ୍ଟଙ୍କ ନିଲମ୍ବନ ଦାବି କଲା କଂଗ୍ରେସ


ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ସ୍ୱାସ୍ଥ୍ୟ

ମନ୍ତ୍ରୀଙ୍କ ଇସ୍ତଫା ସହ କଟକ ମେଡ଼ିକାଲ ସୁପରିଟେଣ୍ଡେଣ୍ଟଙ୍କ ନିଲମ୍ବନ ଦାବି କରିଛି କଂଗ୍ରେସ ।

କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ଯେ, ନିଜ ଦୋଷ ଲୁଚାଇବାକୁ ଯାଇ ଛୋଟ ଲୋକଙ୍କ ଉପର ଦାଉ

ସାଧୁଛନ୍ତି ସରକାର । ଯେଉଁ ମାନେ ପ୍ରକୃତ ଉତ୍ତରଦାୟୀ ତାଙ୍କୁ ଘଣ୍ଟ ଘୋଡାଉଛନ୍ତି । 13 ଲୋକଙ୍କ ମୃତ୍ୟୁ ପରେ କେବଳ ଅନୁକମ୍ପା ଦେଖାଇ

ବସିପଡିଲେ ହେବ ନାହିଁ । ଗୃହକୁ ବେପରୁଆ ଢଙ୍ଗରେ ଚଳା ଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା

ସହ କଟକ ମେଡ଼ିକାଲ ସୁପରିଟେଣ୍ଡେଣ୍ଟଙ୍କ ନିଲମ୍ବନ ଆମର ଦାବି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande