କ୍ରସ ଭୋଟିଂ କରିଥିବା ବିଜେଡିର ୬ ବିଧାୟକଙ୍କ ଉପରେ ଆଜି ହୋଇପାରେ ବଡ଼ ଆକ୍ସନ
ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- କ୍ରସ ଭୋଟିଂ କରିଥିବା ବିଜେଡିର ୬ ବିଧାୟକଙ୍କ ଉପରେ ଆଜି ହୋଇପାରେ ବଡ଼ ଆକ୍ସନ । ଦଳ ପକ୍ଷରୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସର ଆଜି ପୁରୁଛି ଡେଡଲାଇନ । କ୍ରସ ଭୋଟିଂର କଣ କାରଣ ଦର୍ଶାଇବେ ବିଜେଡିର 6 ବିଧାୟକ ତାହା ଉପରେ ସମସ୍ତଙ୍କ ନଜର ।
କ୍ରସ ଭୋଟିଂ କରିଥିବା     ବିଜେଡିର ୬ ବିଧାୟକଙ୍କ ଉପରେ ଆଜି ହୋଇପାରେ ବଡ଼ ଆକ୍ସନ


ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- କ୍ରସ ଭୋଟିଂ

କରିଥିବା ବିଜେଡିର ୬ ବିଧାୟକଙ୍କ ଉପରେ ଆଜି ହୋଇପାରେ ବଡ଼ ଆକ୍ସନ । ଦଳ ପକ୍ଷରୁ ଦିଆଯାଇଥିବା

କାରଣ ଦର୍ଶାଅ ନୋଟିସର ଆଜି ପୁରୁଛି ଡେଡଲାଇନ । କ୍ରସ ଭୋଟିଂର କଣ କାରଣ ଦର୍ଶାଇବେ ବିଜେଡିର 6 ବିଧାୟକ ତାହା ଉପରେ ସମସ୍ତଙ୍କ ନଜର । ରାଜ୍ୟସଭା

ନିର୍ବାଚନ ପରେ 6 ବିଧାୟକଙ୍କୁ ବିଜେଡି ଜାରି କରିଥିବା କାରଣ ଦର୍ଶାଅ

ନୋଟିସର ଅବଧି ଆଜି ସଂଧ୍ୟା 5ଟାରେ ଶେଷ ହେବ। ଦେବୀ ତ୍ରିପାଠୀ,

ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ନବ ମଲ୍ଲିକ, ରମାକାନ୍ତ ଭୋଇ ଓ ଚକ୍ରମଣି କଅଁର କ୍ରସ ଭୋଟିଂ

କରିଥିଲେ । ତେବେ ତାଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ହେବ ତା ଉପରେ ନଜର।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande