
ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)-'ପଖାଳ' ହେଉଛି ଓଡ଼ିଆ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, 'ପଖାଳ' ହେଉଛି ଓଡ଼ିଆ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ।
ଓଡ଼ିଶାର କୃଷି ଓ ପରମ୍ପରା ସହିତ ପଖାଳର ସମ୍ପର୍କ ଅତୁଟ । ଏହା କେବଳ ଏକ ବ୍ୟଞ୍ଜନ
ନୁହେଁ,
ବରଂ ଏହା ଆମ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ । ସମସ୍ତଙ୍କୁ 'ପଖାଳ ଦିବସ'ର ହାର୍ଦ୍ଦିକ ଅଭିନନ୍ଦନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା