ବଡଗୋଛାରେ ଅଗ୍ନିକାଣ୍ଡ, ୨୦ ବଖରା ଗୃହ ଭସ୍ମୀଭୂତ
ଗଞ୍ଜାମ, ୨୦ ମାର୍ଚ୍ଚ (ହି.ସ.)- ସୋରଡା ନିକଟ ଵଡଗୋଛା ହରିଜନ ସାହିରେ ଆଜି ଦିନ ଗୋଟାଏ ବେଳେ ଅଗ୍ନିକାଣ୍ଡ ଘଟି ୨୦ ଵଖରା ଗୃହ ସହ ଆସଵାବପତ୍ର ଭସ୍ମୀଭୂତ ହୋଇଛି। ଏହି ଘଟଣାରେ ୧୨ଟି ପରିବାର ସଂପୂର୍ଣ୍ଣ ବେସାହାରା ହୋଇପଡିଛନ୍ତି। ସୋରଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି।
ବଡଗୋଛାରେ ଅଗ୍ନିକାଣ୍ଡ, ୨୦ ବଖରା ଗୃହ ଭସ୍ମୀଭୂତ


ଗଞ୍ଜାମ, ୨୦ ମାର୍ଚ୍ଚ (ହି.ସ.)- ସୋରଡା ନିକଟ ଵଡଗୋଛା ହରିଜନ ସାହିରେ ଆଜି ଦିନ ଗୋଟାଏ ବେଳେ ଅଗ୍ନିକାଣ୍ଡ ଘଟି ୨୦ ଵଖରା ଗୃହ ସହ ଆସଵାବପତ୍ର ଭସ୍ମୀଭୂତ ହୋଇଛି। ଏହି ଘଟଣାରେ ୧୨ଟି ପରିବାର ସଂପୂର୍ଣ୍ଣ ବେସାହାରା ହୋଇପଡିଛନ୍ତି। ସୋରଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି। ବିପନ୍ନ ପରିବାର ମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande