ମାଟ୍ରିକ ପରୀକ୍ଷାରେ 9930 ଛାତ୍ରଛାତ୍ରୀ ଅନୁପସ୍ଥିତ
ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ପାଖାପାଖି 10 ହଜାର ପିଲା ଦେଲେନି ମାଟ୍ରିକ । ଚଳିତ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି 9930 ଛାତ୍ରଛାତ୍ରୀ । 5,46,876 ପିଲା ଫର୍ମ ଫିଲ ଅପ କଲେ । ହେଲେ ପରୀକ୍ଷା ଦେଲେ 536946 ପିଲା । ଯାହା 1.81% ଅନୁପସ୍ଥିତ ପିଲାଙ୍
ମାଟ୍ରିକ ପରୀକ୍ଷାରେ 9930 ଛାତ୍ରଛାତ୍ରୀ ଅନୁପସ୍ଥିତ


ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ପାଖାପାଖି 10 ହଜାର ପିଲା ଦେଲେନି ମାଟ୍ରିକ । ଚଳିତ ମାଟ୍ରିକ

ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି 9930 ଛାତ୍ରଛାତ୍ରୀ । 5,46,876 ପିଲା ଫର୍ମ ଫିଲ ଅପ କଲେ । ହେଲେ ପରୀକ୍ଷା ଦେଲେ 536946

ପିଲା । ଯାହା 1.81% ଅନୁପସ୍ଥିତ ପିଲାଙ୍କ ହାର । ଗୃହରେ ଏହି ଉତ୍ତର

ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande