ପଖାଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଓଡ଼ିଆଙ୍କ ଜୀବନ ଧନ କୁହାଯାଉଥିବା ପଖାଳ କଂସା କେବଳ ଖାଦ୍ୟ ବିଶେଷ ନୁହେଁ, ଏହା
ପଖାଳ ଦିବସର ଶୁଭେଚ୍ଛା     ଜଣାଇଲେ ପ୍ରଭାତି ପରିଡା


ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ପଖାଳ ଦିବସର

ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ

ପ୍ରଭାତି ପରିଡା କହିଛନ୍ତି ଯେ, ଓଡ଼ିଆଙ୍କ ଜୀବନ ଧନ କୁହାଯାଉଥିବା ପଖାଳ କଂସା କେବଳ ଖାଦ୍ୟ

ବିଶେଷ ନୁହେଁ, ଏହା

ପ୍ରତି ଓଡ଼ିଆଙ୍କ ଆବେଗ । ପଖାଳ ଦିବସ ଅବସରରେ ସମସ୍ତ ପଖାଳପ୍ରେମୀ ଭାଇ ଓ ଭଉଣୀମାନଙ୍କୁ

ଶୁଭେଚ୍ଛା ଓ ଶୁଭକାମନା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande