
ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ରାଜ୍ୟସଭା ରେ
ଯେଉଁମାନେ କ୍ରସ୍ ଭୋଟିଂ କରିଛନ୍ତି ସେମାନେ ସ୍ଵାର୍ଥ ସାଧନ ପାଇଁ କରିଛନ୍ତି ବୋଲି କହିଛନ୍ତି ବିଜେଡ଼ି
ବିଧାୟକ ପ୍ରଦୀପ ସାହୁ । କିନ୍ତୁ ନବୀନ ବାବୁଙ୍କ ପ୍ରତି ସମସ୍ତଙ୍କର ସମ୍ମାନ ଅଛି। ଲୋକେ ତାଙ୍କୁ ଏବେ ଝୁରୁଛନ୍ତି। ବର୍ତ୍ତମାନ ଏଫଏକ୍ୟୁ ମାନର
ଧାନ ଦଳରେ ରହିବେ, ଅଗାଡି ବାହାରୁଛନ୍ତି।
ଦଳ ସଙ୍ଗଠିତ ଅଛି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା