ଏବେବି ନବୀନ ଲୋକପ୍ରିୟ, ଦଳ ସଙ୍ଗଠିତ ଅଛି- ସାରଦା ଜେନା
ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ରାଜ୍ୟସଭା ଡିଟରଜେଂଟରେ ବିଜେଡ଼ି ସଫା ହେଇଯାଇଛି। ମଇଳା ସବୁ ଧୋଇ ଗଲା। ଏବେ ବିଜେଡ଼ି ଚିକ ଚିକ ହେଇ ବାହାରିବ। ଯେଉଁମାନେ କହୁଛନ୍ତି ନବୀନ ବାବୁଙ୍କ ପକଡ କମିଛି ବୋଲି ତାହା ଭୁଲ। ଏବେବି ନବୀନ ଲୋକପ୍ରିୟ। ଦଳ ସଙ୍ଗଠିତ ଅଛି ବୋଲି
ଏବେବି ନବୀନ ଲୋକପ୍ରିୟ, ଦଳ     ସଙ୍ଗଠିତ ଅଛି- ସାରଦା ଜେନା


ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ରାଜ୍ୟସଭା

ଡିଟରଜେଂଟରେ ବିଜେଡ଼ି ସଫା ହେଇଯାଇଛି। ମଇଳା ସବୁ ଧୋଇ ଗଲା। ଏବେ ବିଜେଡ଼ି ଚିକ ଚିକ ହେଇ

ବାହାରିବ। ଯେଉଁମାନେ କହୁଛନ୍ତି ନବୀନ ବାବୁଙ୍କ ପକଡ କମିଛି ବୋଲି ତାହା ଭୁଲ। ଏବେବି ନବୀନ

ଲୋକପ୍ରିୟ। ଦଳ ସଙ୍ଗଠିତ ଅଛି ବୋଲି ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande