17 ଟି ବିଶ୍ଵବିଦ୍ୟାଳୟରେ 709 ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି
ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ବିଶ୍ଵବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ମରୁଡି । 17 ଟି ବିଶ୍ଵବିଦ୍ୟାଳୟରେ 709 ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡିଛି । ସେହିପରି 461 ଆସୋସିଏଟ ପ୍ରଫେସର ଓ 264 ପ୍ରଫେସର ପଦ ଏ ଯାଏଁ ପୂରଣ କରି ପାରି ନାହାନ୍ତି ସରକାର । ସେହିପରି 2325 ଅଣ
17 ଟି ବିଶ୍ଵବିଦ୍ୟାଳୟରେ 709 ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି


ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ବିଶ୍ଵବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ମରୁଡି । 17 ଟି ବିଶ୍ଵବିଦ୍ୟାଳୟରେ 709 ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି

ପଡିଛି । ସେହିପରି 461 ଆସୋସିଏଟ ପ୍ରଫେସର ଓ 264 ପ୍ରଫେସର ପଦ ଏ ଯାଏଁ ପୂରଣ କରି ପାରି ନାହାନ୍ତି ସରକାର । ସେହିପରି 2325 ଅଣଶିକ୍ଷକ ପଦ ପୂରଣ କରିବା ବାକି ଅଛି । ଏନେଇ ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ

ସୂର୍ଯ୍ୟବଂଶୀ ସୂରଜ ଲିଖିତ ଉତ୍ତର ରଖିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande