ଆଜି ସନ୍ଧ୍ୟାରେ ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକ
ଭୁବନେଶ୍ୱର, ୨୧ ମାର୍ଚ୍ଚ (ହି.ସ)- ଆଜି (ଶନିବାର)ସନ୍ଧ୍ୟା ୬ଟା ୩୦ରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହେବ। ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବୈଠକରେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ବିଧାୟକମାନଙ୍କୁ ଜାରି ସୋ
bjd


ଭୁବନେଶ୍ୱର, ୨୧ ମାର୍ଚ୍ଚ (ହି.ସ)- ଆଜି (ଶନିବାର)ସନ୍ଧ୍ୟା ୬ଟା ୩୦ରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହେବ। ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବୈଠକରେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ବିଧାୟକମାନଙ୍କୁ ଜାରି ସୋ'କଜ୍ ନୋଟିସ୍ ଉତର ଉପରେ ନିଷ୍ପତି ନିଆଯାଇପାରେ।୬ ବିଧାୟକଙ୍କ ସୋ' କଜ୍ ଉତରର ତର୍ଜମା କରିଛି ଶୃଙ୍ଖଳା କମିଟି। ଉତରକୁ ତର୍ଜମା କରି ସୁପ୍ରିମୋଙ୍କୁ ଜଣାଇଛି ବିଜେଡି ଶୃଙ୍ଖଳା କମିଟି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande