୨୩ ତାରିଖରେ ଡେଲାଙ୍ଗ ବ୍ଲକରେ ଅଭିଯୋଗ ଶୁଣାଣି
ପୁରୀ, ୨୧ ମାର୍ଚ୍ଚ (ହି.ସ.)- ଚଳିତ ମାସ ୨୩ ତାରିଖ ପୂର୍ବାହ୍ନ ୧୦ଟାରେ ଡେଲାଙ୍ଗ ବ୍ଲକ ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ | ଅଭିଯୋଗକାରୀମାନେ ପଞ୍ଜିକରଣ କରି ଅଭିଯୋଗ ଦେଇପାରିବେ | ଏ ସମ୍ପର୍କରେ ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ବିବେକାନନ୍ଦ ସାହୁ ସୂଚନା
୨୩ ତାରିଖରେ ଡେଲାଙ୍ଗ ବ୍ଲକରେ ଅଭିଯୋଗ ଶୁଣାଣି


ପୁରୀ, ୨୧ ମାର୍ଚ୍ଚ (ହି.ସ.)- ଚଳିତ ମାସ ୨୩ ତାରିଖ ପୂର୍ବାହ୍ନ ୧୦ଟାରେ ଡେଲାଙ୍ଗ ବ୍ଲକ ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ | ଅଭିଯୋଗକାରୀମାନେ ପଞ୍ଜିକରଣ କରି ଅଭିଯୋଗ ଦେଇପାରିବେ | ଏ ସମ୍ପର୍କରେ ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ବିବେକାନନ୍ଦ ସାହୁ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande