
ଭୁବନେଶ୍ୱର, ୨୧ ମାର୍ଚ୍ଚ (ହି.ସ)- ବିଧାନସଭା ଗୃହ ଭିତରେ ନିଲମ୍ବନ କଂଗ୍ରେସ ବିଧାୟକ ସାଙ୍ଗରେ ବସିବେନି କଂଗ୍ରେସ ନେତା। ନିଲମ୍ବିତ ବିଧାୟକଙ୍କ ସିଟ୍ ପରିବର୍ତନ ହୋଇଛି। ସେମାନେ ବିଧାନସଭା ଭିତରେ ଆଉ କଂଗ୍ରେସ ବିଧାୟକଙ୍କ ପାଖରେ ବସିବେ ନାହିଁ। ଘୋଡା ବେପାରରେ ସାମିଲ ଥିବା ନେତାଙ୍କ ବିରୋଧରେ ଜନମତ ସୃଷ୍ଟି ହେଲାଣି। କ୍ରସ ଭୋଟିଙ୍ଗ କରିଥିବା ନେତାଙ୍କୁ କଂଗ୍ରେସ ଦଳ ଟିକେଟ ଦେବା ପ୍ରଶ୍ନ ଉଠୁନାହିଁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା